Jump to content

ଯୋଗାରୂଢ଼୍

ଉଇକିଅଭିଧାନ‌ରୁ

ଯୋଗାରୂଢ଼୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯୋଗ + ରୂହ୍. ଧାତୁ + କର୍ତ୍ତୃ. ତ)

[ସମ୍ପାଦନା]

(ବ୍ୟାକରଣ) ଅବୟଶକ୍ତି ଓ ଅର୍ଥଶକ୍ତିଦ୍ୱାରା ଯେଉଁ ଶବ୍ଦର ଅର୍ଥ ବୋଧ ହୁଏ; ଯେଉଁ ଶବ୍ଦର ପ୍ରକୃତି ପ୍ରତ୍ୟୟ ଅନୁସାରେ ହେଉଥିବା ଅର୍ଥ ଅନେକଗୁଡ଼ିଏ ବସ୍ତୁକୁ ବୁଝାଏ, କିନ୍ତୁ ବ୍ୟବହାରରେ ଗୋଟିଏ ବିଶିଷ୍ଟ ବସ୍ତୁକୁ ବୁଝାଏ — (Grammar) (A word) conveying a peculiar sence or conventional meaning though etymoloical denoting many other things.

(ଯଥା—ପଙ୍କଜ= ପଙ୍କରୁ ଜାତ; ପଙ୍କରୁ ଅନେକ ପଦାର୍ଥ ଜାତ ହୁଏ, କିନ୍ତୁ ପଙ୍କଜ ଶବ୍ଦ କେବଳ ପଦ୍ମକୁ ବୁଝାଏ; ଶୂଳପାଣି; ଆତପତ୍ର; ପଞ୍ଚଶର ମଧ୍ୟ ଯୋଗରୂଢ଼ ଯୋଗରୂଢ଼ ଶବ୍ଦ)