Jump to content

ଯୋଗୀ ଘରେ ଢିଙ୍କି

ଉଇକିଅଭିଧାନ‌ରୁ

ଯୋଗୀ ଘରେ ଢିଙ୍କି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବାକ୍ୟ (ନ୍ୟାୟ)

[ସମ୍ପାଦନା]

କୌଣସି ବ୍ୟକ୍ତିର ଅନାବଶ୍ୟକ ବସ୍ତୁକୁ ତା ଘରେ ପାଇବା ପାଇଁ ଦୂରାଶା —A saying applied to a case where one expects to find a thing in a person's house which the latter doet not require and consequently has nos got.

[ଦ୍ରଷ୍ଟବ୍ୟ —ଯୋଗୀମାନେ ଭିକ୍ଷାଲବ୍ଧ ତଣ୍ଡୁଳ ଖାଆନ୍ତି ସେମାନଙ୍କର ଧାନ କୁଟିବା ପାଇଁ ଢିଙ୍କି ଦରକାର ହୁଏ ନାହିଁ]