Jump to content

ଯୋଗେନ୍ଦ୍ର

ଉଇକିଅଭିଧାନ‌ରୁ

ଯୋଗେନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(୭ମୀ ତତ୍; ଯୋଗୀ+ଇନ୍ଦ୍ର;ଯୋଗ+ଇନ୍ଦ୍ର)

[ସମ୍ପାଦନା]
୧. ପ୍ରଧାନ ଯୋଗୀ ବା ମୁନି —୧. An eminent sage.
୨. ଯାଜ୍ଞବଲ୍ମ୍ୟ —୨. Sage J̄ājn̄abaḻkya (Apte).
୩. ଶିବ —୩. God Ṡiba.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କର ନାମ —A name given to males.

[ଦ୍ରଷ୍ଟବ୍ୟ —ଯୋଗୀ(ଗେ)ନ୍ଦ୍ର ଚନ୍ଦ୍ର; ଯୋଗୀ(ଗେ)ନ୍ଦ୍ର ନାଥ; ଯୋଗି(ଗେ)ନ୍ଦ୍ର ନାରାୟଣ; ଯୋଗୀ (ଗେ)ନ୍ଦ୍ର କୁମାର ଆଦି ନାମ ପୁରୁଷଙ୍କୁ ଦିଆଯାଏ]