ଯୋଗେଶ
ଦେଖଣା
ଯୋଗେଶ
ଉଚ୍ଚାରଣ
[ସମ୍ପାଦନା][ ଯୋଗେନ୍ଦ୍ର, ଯୋଗେଶ୍ୱର—ଅନ୍ୟରୂପ ]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଯୋଗ + ଈଶ)
[ସମ୍ପାଦନା]- ୧. ପ୍ରଧାନ ଯୋଗୀ —୧. An eminent sage.
- ୨. ଶିବ; ମହାଦେବ —୨. God Ṡiba.
- ୩. ଯାଜ୍ଞବଲ୍ଲ୍ୟ ଋଷି —୩. Sage J̄ājn̄yabaḻkya.
- ୪. ବ୍ରହ୍ମାଙ୍କ ରାଜଧାନୀ —୪. The city of Brahmā
- ୫. ଶ୍ରୀକୃଷ୍ଣ —୫. Srīkṛushṇa.
- ୬. ଐନ୍ଦ୍ରଜାଲିକ — ୬. Magician.
=== ଦେଶଜ - ବିଶେଷ୍ୟ - ପୁଂ.
ଲୋକଙ୍କ ନାମ —A name given to males.