Jump to content

ଯୋଗ୍ୟା

ଉଇକିଅଭିଧାନ‌ରୁ

ଯୋଗ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଉପଯୁକ୍ତ —Fit (female).

ବିଶେଷ୍ୟ -

[ସମ୍ପାଦନା]
୧. ଅନୁଶୀଳନ —୧. Exercise.
୨. ଅଭ୍ୟାସ —୨. Practice (Apte).

[ଯଥା—ଧନୁର୍ଯୋଗ୍ୟା, ଅସ୍ତ୍ରଯୋଗ୍ୟା]

୩. ସୂର୍ଯ୍ୟଦେବଙ୍କ ପତ୍ନୀ —୩. The wife of the Sun-god.
୪. ଯୁଦ୍ଧ ବିଦ୍ୟାଭ୍ୟାସ; ଡ଼୍ରିଲ —୪. Martial exercise; drill (Apte).