Jump to content

ଯୋଗ କରିବା

ଉଇକିଅଭିଧାନ‌ରୁ

ଯୋଗ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଗଣିତ)—ଏକାଧିକ ରାଶିକୁ ମିଶାଇ କରିବା —୧. To add up more than one number.
୨. କୌଣସି ପଦାର୍ଥ ସଙ୍ଗେ ଅନ୍ୟ ପଦାର୍ଥ ମିଶାଇବା —୨. To join or mix up a thig with another.
୩. କୌଣସି ବ୍ୟକ୍ତିଙ୍କ ସଙ୍ଗେ କାର୍ଯ୍ୟରେ ମିଶିବା —୩. To collaborate with another.
୪. ଉଦ୍ୟମ ବା ଚେଷ୍ଟା କରିବା; ଯତ୍ନ କରିବା; ଉଦ୍ଯୋଗ କରିବା — ୪. To endeavour; to try; to exert.
୫. କୌଣସି କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତିକୁ ଆଦର ବା ନିମନ୍ତ୍ରଣ କରିବା —୫. To call or pray to a person to do a thing.
୬. ଯୋଗ ସାଧିବା ୬. To be engaged in meditation or spiritual communion with God.