ଯୋଗ କ୍ଷେମ
ଦେଖଣା
ଯୋଗ କ୍ଷେମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ୟୋଗ + କ୍ଷେମ)
[ସମ୍ପାଦନା]- ୧. ଅଲବ୍ଧ ବସ୍ତୁର ଲାଭ ଓ ଲବ୍ଧ ବସ୍ତୁର ରକ୍ଷଣ — ୧. Acquisition of a thing which had not been got and preservation of thing which has been acquired.
- ୨. ଶରୀରର ସ୍ଥିତି ଓ ପାଳନ; ଜୀବିକା ନିର୍ବାହ —୨. The act of preserving and maintaining the body; livelihood; the eking out of one's subsistence; living and maintenance.
- ୩. ଧନ ସମ୍ପତ୍ତିର ରକ୍ଷଣାବେକ୍ଷଣର ଭାର —୩. Charge of any property; custody
- ୪. (୬ଷ୍ଠୀ ତତ୍) ଧନ ସମ୍ପତ୍ତିର ରକ୍ଷା —୪. Preservation of property.
- ୫. ଅନ୍ୟର ସମ୍ପତ୍ତିର ହିପାଜତ୍; ଅନ୍ୟର ଧନକୁ ମାରଫତ୍ଦାର ସ୍ୱରୂପେ ରକ୍ଷା —୫. Preservation or taking care of another's property as a custodian.
- ୬. ଖରିଦ ଦାମ ଓ ଖର୍ଚ୍ଚ ଆଦିର ବିବେଚନାର ପଣ୍ୟ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ —୬. Setting the price of a commodity in consideration of its purchase-price and the incidental charges.
- ୭. ଲଭ୍ୟ; ଲାଭ; ମୁନାଫା — ୭. Gain; proffit.
- ୮. ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବିଭାଗ ହୋଇ ନ ପାରିବା ସମ୍ପତ୍ତି (ଯଥା—ଦେବଗ୍ରହ ରାଜସିଂହାସନ); ଅବିଭାଜ୍ୟ ସମ୍ପତ୍ତି —୮. Impartible property such property as by its nature or incidents is incapable of partition amongest heirs.
- ୯. କୁଶଳ; ଶୁଭ —୯. Wellbeing; welfare.
- ୧. ଜାତୀୟ ସମୃଦ୍ଧି —୧୦. National prosperity.
- ୧୧. ରାଷ୍ଟ୍ରର ସୁବ୍ୟବସ୍ଥା (ହିନ୍ଦୀ - ଶ.) —୧୨. Good administration of a kingdom.