ଯୋଗ ଚୂର୍ଣ୍ଣ
(ଯୋଗଧୂଳି—ଅନ୍ୟରୂପ)
ମୋହଚୂର୍ଣ୍ଣ; ଯେଉଁ ଚୂନାର ଐନ୍ଦ୍ରଜାଲିକ ଶକ୍ତି ଅଛି; ମନ୍ତୁରା ଧୂଳି — Magical powder; a powder having magical virtues (Apte)