ଯୋଗ ତାରା
ଦେଖଣା
ଯୋଗ ତାରା
ଉଚ୍ଚାରଣ
[ସମ୍ପାଦନା](ଯୋଗ ତରାକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]- ୧. ନକ୍ଷତ୍ର ପୁଞ୍ଜ ମଧ୍ୟରେ ଥିବା ବା ରାଶି ମଧ୍ୟରେ ଉଜ୍ଜଳତମ ବା ବୃହତ୍ତମ ତାରକା —୧. The leading star of a constellation or sign.
[ ଦ୍ର—ରୋହିଣୀ ନକ୍ଷତ୍ରରେ ଥିବା ୫ ଗୋଟି ତାରାକୁ ଯୋଗ କଲେ ତାହା ଶକଟାକୃତି ହୁଏ ଏଥିମଧ୍ୟରୁ ଶଗଡ଼ଦଣ୍ଡାର ଗୋଟିଏ ମୁଣ୍ଡରେ ଥିବା ଉଜ୍ଜ୍ୱଳ ତାରାଟି ରୋହିଣୀ ନକ୍ଷତ୍ରର ଯୋଗ ତାରା ଅଟେ —Aldeberan.
ଏହା ମଧ୍ୟ ବୃଷରାଶିରେଯୋଗତାରା ପୁନର୍ବସୁ କକ୍ଷତ୍ରରେ ଥିବା ୫ ଗୋଟି ତାରାକୁ ଯୋଗ କଲେ ତାହା ଧନୁ ଆକାର ଦେଖାଯାଏ ଏହା ମଧ୍ୟରେ ଯୋଗ ତାରା ପ୍ରଶ୍ୱା —The dog star, Sirius.
ମେଷ ରାଶିରେ ଯୋଗ ତାରା ଓ ଅଶ୍ୱନୀ ନାମକ ତ୍ରିତାରା ବିଶିଷ୍ଟ ନକ୍ଷତ୍ରରେ ମଝି ତାରା —Hamal, Aries Alpha.
[[[ନକ୍ଷତ୍ର ତଳେ ନୋଟ୍ ]] (ଦେଖ) - ]
- ୨. ପରସ୍ପର ସହିତ ମିଳିତ ହୋଇଦେଖା ଯିବା ତାରାଗଣ —୨. Stars seen together. (Apte).