Jump to content

ଯୋଗ ପଟ୍ଟ

ଉଇକିଅଭିଧାନ‌ରୁ

ଯୋଗ ପଟ୍ଟ

ଉଚ୍ଚାରଣ

[ସମ୍ପାଦନା]

(ଯୋଗ ପଟ୍ଟିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୋଗସାଧନ କାଳରେ ବ୍ୟବହୃତ ବସ୍ତ୍ରବିଶେଷ; (ଯାହାଦ୍ୱାରା ଯୋଗୀଙ୍କର ପୃଷ୍ଠ ଓ ଜାନୁ ବନ୍ଧନ କରାଯାଏ) —A sort of cloth drawn round the back and the hips of an ascetic as he squats to practise 'J̄oga' or abstract meditation.