Jump to content

ଯୋଗ ପଦକ

ଉଇକିଅଭିଧାନ‌ରୁ

ଯୋଗ ପଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୋଗସାଧନା ଓ ପୂଜାକାଳରେ ଧାରଣୀୟ ସଂକୀର୍ଣ୍ଣ ଉତ୍ତରୀୟ ବିଶେଷ (ଯାହା ବାମକାନ୍ଧ ଓ ଡ଼ାହାଣ କଙ୍କଳବାଟେ ପଇତାପରି ପଡ଼ିଥାଏ) —A sheet put along the left shoulder and the right side of a person engaged in 'J̄oga' or abstract meditation.

[ ଦ୍ର—ଏହାର ଚଉଡ଼ା ୪ ଆଙ୍ଗୁଳ ଏହା ବାଘଛାଲରେ, ମୃଗଛାଲରେ ବା ସୂତାରେ ହୁଏ ଓ ଯଜ୍ଞସୂତ୍ର (ପଇତା) ପରି ପିନ୍ଧାଯାଏ— (ହିନ୍ଦୀ - ଶ)]