ଯୋଗ ଭ୍ରଷ୍ଟ
(ଯୋଗଭ୍ରଷ୍ଟା—ସ୍ତ୍ରୀ)
ଯୋଗମାର୍ଗରୁ ଚ୍ୟୁତ; ଚିତ୍ତ ବିଶେଷ ଓ ବିଘ୍ନାଦିଦ୍ୱାରା ଯୋଗ ସାଧନ କରିବାକୁ ଅସମର୍ଥ —Fallen from the path of austerities by obstacles.