ଯୋଗ ଶାସ୍ତ୍ର
ଦେଖଣା
ଯୋଗ ଶାସ୍ତ୍ର
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଯୋଗବିଷୟକ ଶାସ୍ତ୍ର)
ଯେଉଁ ଶାସ୍ତ୍ରରେ ଯୋଗ ବିଷୟ ବର୍ଣ୍ଣିତ ହୋଇଅଛି (ଯଥା— ପତଞ୍ଜଳି ପ୍ରଣୀତ ଦର୍ଶନ) —Works or science or system of Philosophy teaching 'J̄oga' or abstract meditation on the Divine Essence.