ଯୋଗ ସାଧିବା
ଯୋଗାଭ୍ୟାସ କରିବା —To practis austere meditation
[ ଉ—ଅନ୍ନ ବିହୁନ ହଂସ ହାନି; ଯୋଗ ସମାଧି କାହା ଘେନି ଜଗନ୍ନାଥ. ବାଗବତ ]