Jump to content

ଯୋଚା

ଉଇକିଅଭିଧାନ‌ରୁ

ଯୋଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଜ୍ ଧାତୁ)

[ସମ୍ପାଦନା]

ରଥଆଦିରେ ପଶୁକୁ ଯୋଚିବା କ୍ରିୟା —Yoking.

[ଉ—ପବନ ପରି ହୋଇ ତହିଁ ବାଜି ଯୋଚା କୃଷ୍ଣସିଂହ. ମହାଭାରତ. ସଭା ]

===ବିଶେଷଣ - (ରଥାଦିରେ)

ସଂଯୋଜିତ (ପଶୁ) —Yoked.

[ ଉ—ଏହା ବାହାରେ ଦେବ ସୁନାରଥଟିଏ, ଥିବେଟି ଯୋଚା ସୁନାଘଟକ ଯୋଡ଼ିଏ କୃଷ୍ଣସିଂହ. ମହାଭାରତ. ବନ]