ଯୋଚିବା
ଦେଖଣା
ଯୋଚିବା
ଉଚ୍ଚାରଣ
[ସମ୍ପାଦନା](ଯୁଚିବା—ଗ୍ରାମ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ଯୁଜ୍ ଧାତୁ)
[ସମ୍ପାଦନା]- ୧. ପଶୁଆଦିଙ୍କୁ ଯୁଆଳିରେ ବା ୟାନରେ ସଂଯୋଜିତ କରିବା —୧. To yoke beasts to a cart etc.
[ଉ— ବାହୁକ ସେହିକ୍ଷଣି ଯୋଚି ସେ ଘୋଡ଼ାଙ୍କୁ କୃଷ୍ଣସିଂହ ମହାଭାରତ. ବନ]
- ୨. କୌଣସି ପଦାର୍ଥକୁ ଅନ୍ୟ ପଦାର୍ଥ ସଙ୍ଗେ ସଂଯୋଜିତ କରିବା; ଯୋଜନା କରିବା; ଯୋଡ଼ିବା —୨. To join or unite a thing to another.
[ଉ—ମାରଗଣଗଣକୁ ବନ୍ଧେ ଗୁଣେ ଯୋଚି କୃଷ୍ଣସିଂହ. ମହାଭାରତ. ବନ]