ଯୋଜନୀୟ
ଦେଖଣା
ଯୋଜନୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଯୁଜ୍ ଧାତୁ. ଣିଚ୍, ଯୋଜି ଧାତୁ+କର୍ମ. ଅନୀୟ)
[ସମ୍ପାଦନା]- ୧. ଯୋଗାଇବାର ଉପଯୋଗୀ —୧. Fit to be supplied.
- ୨. ଏକତ୍ରୀକରଣୀୟ —୨. To be joined or united.
୩: ଏକତ୍ର ସଂଯୁକ୍ତ ହେବାର ଯୋଗ୍ୟ —୩. Fit to be brought together.
- ୪. ବ୍ୟବହାର୍ଯ୍ୟ; ପ୍ରୟୋଜନୀୟ; ଯାହାକୁ କାର୍ଯରେ ଲଗା ଯାଇ ପାରେ —୪. Necessary; useful; serviceable.