ଯୋଜିବା
ଦେଖଣା
ଯୋଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯୋଜିବା
|
[ ଯୋଜା (ଜେ) ଇବା—ଣିଜନ୍ତରୂପ଼]
ଦେଶଜ - କ୍ରିୟାପଦ - (ଯୁଜ.ଧାତୁ ଣିଚ୍, ଯୋଜି. ଧାତୁ)
[ସମ୍ପାଦନା]- ୧. ଯୁକ୍ତ କରିବା —୧. To join
[ଉ—ନିଶ୍ଚେ ସେ କାଞ୍ଚନେ ମୁହିଁ ଯୋଜିବି ରତନ ଚିନ୍ତାମଣି ବିକ୍ରମାଦିତ୍ୟ]
- ୨. ଯୋଚିବା —୨. To yoke.