Jump to content

ଯୋଜୟିତା

ଉଇକିଅଭିଧାନ‌ରୁ

ଯୋଜୟିତା

ଉଚ୍ଚାରଣ

[ସମ୍ପାଦନା]
(ଯୋଜୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଯୁଜ. ଧାତୁ ଣିଚ୍+କର୍ତ୍ତୃ. ତୁ, ୧ମା. ୧ବ)

[ସମ୍ପାଦନା]
୧. ସଂଯୋଗକାରକ; ଯେ ଯୋଡ଼େ —୧. Combining; causing union; joining.
୨. କାର୍ଯ୍ୟରେ ଲଗାଇବା (ବ୍ୟକ୍ତି) —୨. Employing.

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]

କାର୍ଯ୍ୟରେ ନିଯୁକ୍ତକାରୀ ବ୍ୟକ୍ତି; ଖାଉନ୍ଦ — An employer (Apte)