Jump to content

ଯୋଟକ

ଉଇକିଅଭିଧାନ‌ରୁ

ଯୋଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଯୁଟ୍. ଧାତୁ ଣିଚ୍+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ଯୁଟାଇ ଦିଏ; ମଧ୍ୟସ୍ଥ —୧. Negotiating.
୨. ଯେ ମିଳାଇ ଦିଏ —୨. Bringing about an union.

ବିଶେଷ୍ୟ -

[ସମ୍ପାଦନା]
୧. (+ଯୁଟ ଧାତୁ+ଭାବ. ଅକ) ମିଳନ —୧. An union.
୨. ବରକନ୍ୟାଙ୍କ ଜାତକରେ ଗ୍ରହନକ୍ଷତ୍ରାଦିର ଅବସ୍ଥିତିରେ ଅନୁକୂଳତା — ୨. The favorable positions of stars and planets in the horoscopes of the bridgroom and the bride.
୩. ଭାଡ଼ୁଆ —୩. A bawd.
୪. ଘଟକ; ବିବାହ ପ୍ରସଙ୍ଗରେ ମଧ୍ୟସ୍ଥବ୍ୟକ୍ତି — ୪. Match maker.
୫. ଦଲାଳ —୫. Commission agent.