ଯୋଟିବା
ଦେଖଣା
ଯୋଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯୋଟିବା
|
(ଯୋଟା (ଟେ) ଇବା—ଣିଜନ୍ତ ରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଯୁର୍ଜ ଧାତୁ, ଯୁଟ ଧାତୁ)
[ସମ୍ପାଦନା]- ୧. ଜୁଟିବା (ଦେଖ) - ୧. Juṭibā (See).
- ୨. (ସଂସ୍କୃତ - ଯୁଟ ଧାତୁ ଣିଚ୍ ଯୋଟି ଧାତୁ, ଯୁଜ ଧାତୁ ଣିଚ୍ ଯୋଜି ଧାତୁ) ଯୋଚିବା (ଦେଖ) - —J̄ochibā (See)
[ଉ—ଏହା କହି ଗାଣ୍ଡିବ ଚାପେ ଗୁଣ ଯୋଟି, ବିନ୍ଧିଲେ ଗନ୍ଧର୍ବେ ଦେଖାଇ ବିକ୍ରମୁଟି—କୃଷ୍ଣସିଂହ ମହାଭାରତ. ବନ ]
- ୩. ଉପମାରେ ସମତୁଲ ହେବା; ସମକଛ ହେବା —୩. To be found equal in comparison; to tally with.