ଯୋଡ଼ାଣ
ଦେଖଣା
ଯୋଡ଼ାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଯୋଜନ)
[ସମ୍ପାଦନା]- ୧. ଇଟାର ବା ପଥରର ଗାନ୍ଥନି —୧. Stone or brick masonry.
- ୨. ଗାନ୍ଥିନିରେ ବସାଯାଇଥିବା ଦୁଇଟି ଇଟା ବା ପଥରର ମଝିରେ ଥିବା ଫାଟ —୨. The crevice between two pieces of bricks or stones set in a masonry work.
- ୩. ଯୋଜନ; ଯୋଗ କରାଇବା —୩. Act of uniting.