Jump to content

ଯୋଡ଼ିଏ

ଉଇକିଅଭିଧାନ‌ରୁ

ଯୋଡ଼ିଏ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଯୋଡ଼ା (କ)—ଅନାଦରାର୍ଥକ ରୂପ]

ଦେଶଜ - ବିଶେଷଣ - ଓ ବିଶେଷ୍ୟ - (ଆଦରାର୍ଥକ)

[ସମ୍ପାଦନା]
୧. ଦୁଇ ଖଣ୍ଡ — ୧. Two pieces.

[ଉ—ଯୋଡ଼ିଏ ଲୁଗା ଦେଇ ଗଲେ ଅନ୍ତର୍ଦ୍ଧାନେ କୃଷ୍ଣସିଂହ. ମହାଭାରତ ବନ]

୨. ଦୁଇ ଜଣ —୨. Two (persons).

[ଉ—ତହୁଁ ପୁଅ ଝିଅ ଯୋଡ଼ିଏ ଜାତ ହେଲା କୃଷ୍ଣସିଂହ ମହାଭାରତ. ଆଦି ]

୩. ସଂଖ୍ୟାରେ ଦୁଇଟି —୩. Two in number.
୪. ଦୁଇଟି ମାତ୍ର —୪. Two only.

[ଉ—ଧୋବା ମଳିକ ? ସଙ୍ଖାଳି କରିଛି ଝୁଅ ଯୋଡ଼ିକ—ଢଗ ]