Jump to content

ଯୋଡ଼ିକ

ଉଇକିଅଭିଧାନ‌ରୁ

ଯୋଡ଼ିକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଯୋଡ଼ା (କ)—ଅନାଦରାର୍ଥକ ରୂପ]

ଦେଶଜ - ବଣ ଓ ବିଶେଷ୍ୟ - (ଆଦରାର୍ଥକ)

[ସମ୍ପାଦନା]
୧. ଦୁଇ ଖଣ୍ଡ — ୧. Two pieces.

[ଉ—ଯୋଡ଼ିଏ ଲୁଗା ଦେଇ ଗଲେ ଅନ୍ତର୍ଦ୍ଧାନେ କୃଷ୍ଣସିଂହ. ମହାଭାରତ ବନ]

୨. ଦୁଇ ଜଣ —୨. Two (persons).

[ଉ—ତହୁଁ ପୁଅ ଝିଅ ଯୋଡୢଏ ଜାତ ହେଲା କୃଷ୍ଣସିଂହ ମହାଭାରତ. ଆଦି ]

୩. ସଂଖ୍ୟାରେ ଦୁଇଟି —୩. Two in number.
୪. ଦୁଇଟି ମାତ୍ର —୪. Two only.

[ଉ—ଧୋବା ମଳିକ ? ସଙ୍ଖାଳି କରିଛି ଝୁଅ ଯୋଡ଼ିକ—ଢଗ ]