ଯୋଡ଼ି ପିଆଦା
ଦେଖଣା
ଯୋଡ଼ି ପିଆଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯୋଡ଼ି ପିଆଦା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜମିଦାରଙ୍କର ବା ମହାଜନଙ୍କର ପ୍ରଜା ବା ଖାତକ ପ୍ରତି ତଲବ୍ର ଗୁରୁତ୍ୱର ପ୍ରତିପାଦନ ନିମିତ୍ତ ଜଣକ ପରିବର୍ତ୍ତେ ପଠାଯିବା ଦୁଇ ଜଣ ଚପରାଶି — Double peons deputed by Zemindars or creditors to their tenants or debtors to impress the urgency of the demand upon the latters' minds.