ଯୋଡ଼ି ଯମକ
ଦେଖଣା
ଯୋଡ଼ି ଯମକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯାଉଁଳି ଯମକ; ପଦ୍ୟ ରଚନାରେ ଆଦ୍ୟ ଓ ପ୍ରାନ୍ତ ଯମକଯୁକ୍ତ ପଦ୍ୟ —୧. A poem alliterated in the beginning and at the end.
- ୨. ଆଦ୍ୟ ଓ ପ୍ରାନ୍ତ ଯମକ — ୨. Double alliteration.
- ୩. ଦୁଇଟି ସଦୃଶ ବସ୍ତୁର ଏକତ୍ରାବସ୍ଥିତ —୩. Symmetrical arrangement of two similar things.
ବିଶେଷଣ -
[ସମ୍ପାଦନା](ଦୁଇଟି ସଦୃଶବସ୍ତୁ) ଏକତ୍ରାବସ୍ଥିତି ଯୋଗୁଁ ଶୋଭାଯୁକ୍ତ —(two things) Symmetrically or artistically arranged in a pair.