ଯୋଦ୍ଧା
ଦେଖଣା
ଯୋଦ୍ଧା
ଉଚ୍ଚାରଣ
[ସମ୍ପାଦନା][ଯୋଦ୍ଧ୍ରୀ—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଂ—(ଯୁଧ୍. ଧାତୁ=ଯୁଦ୍ଧ କରିବା+କର୍ତ୍ତୃ. ତୃ= ଯୋଦ୍ଧ; ୧ମା. ୧ବ)
[ସମ୍ପାଦନା]- ୧. ଯୁଦ୍ଧକାରୀ —୧. Combating; fighting; engaged in fight.
- ୨. ରଣକୁଶଳ —୨. Skilled in the art of war.
ବିଶେଷ୍ୟ -
[ସମ୍ପାଦନା]- ୧. ଯୁଦ୍ଧକାରୀ ବ୍ୟକ୍ତି —୧. Combatant; warrior.
- ୨. ସୈନିକ —୨. A soldier.
- ୩. ରଣକୁଶଳ ବ୍ୟକ୍ତି; ବୀର —୩. A hero.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସାହସୀ ବ୍ୟକ୍ତି —୧. A brave person.
- ୨. ବଳବାନ୍ ବ୍ୟକ୍ତି —୨. A strong person.
[ଦ୍ରଷ୍ଟବ୍ୟ —ଅନ୍ୟ ଶଦ୍ଦ ସଙ୍ଗେ ସମାସ ହେଲେ 'ଯୋଦ୍ଧୃ'ରୂପ ରହେ; ଯଥା— ଯୋଦ୍ଧୃରଣ, ଯୋଦ୍ଧୃବେଶ ]