ଯୋଧା
ଦେଖଣା
ଯୋଧା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଦ୍ଧା, ଯୋଧ)
[ସମ୍ପାଦନା]- ୧. ଯୋଦ୍ଧା — ୧. Warrior; combatant.
[ଉ—ଦେଖନ୍ତୁ ଏ ନୀଳ ଦଶ ହଜାର ଯୋଧା ଧରି ବୁଲୁଛି ନୀଳକଣ୍ଠ. ପିଲାଙ୍କ ରାମାୟଣ ]
- ୨. ବୀର ପୁରଷ —୨. A hero.
- ୩. ବଳବାନ୍ ବ୍ୟକ୍ତି —୩. A strong person.
- ୪. ନେତା ବ୍ୟକ୍ତି —୪. A leader.
- ୫. ବହୁଲୋକଙ୍କ ମଧ୍ୟରେ ଗୁଣବାନ୍ ବ୍ୟକ୍ତି; ଯୋଗ୍ୟ ବ୍ୟକ୍ତି —୫. An excellent or worthy person.
ବିଶେଷଣ -
[ସମ୍ପାଦନା]- ୧. ବୀରତା— ପୂର୍ଣ୍ଣ —୧. Heroic.
- ୨. ବଳୁଆ —୨. Strong.
- ୩. ଯୋଗ୍ୟ; ଗୁଣୀ —୩. Worthy.