Jump to content

ଯୋନିଜ

ଉଇକିଅଭିଧାନ‌ରୁ

ଯୋନିଜ

ଉଚ୍ଚାରଣ

[ସମ୍ପାଦନା]
[ଯୋନିଜା—ସ୍ତ୍ରୀ] 

[ଅଯୋନିଜ—ବିପରୀତ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଜରାୟୁଜ ଓ ଅଣ୍ଡଜ (ପ୍ରାଣୀ); ମାତୃଯୋନି ନିଃସତ ଶରୀରବିଶିଷ୍ଟ —Viviparous; born from the mother's womb.

[ଦ୍ରଷ୍ଟବ୍ୟ —ସୀତା ମାତୃଗର୍ଭରୁ ଜାତ ହୋଇ ନ ଥିବାରୁ ତାଙ୍କର ଏକ ବିଶେଷଣ ଅଯୋନିଜା ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜରାୟୂଜ ବା ଅଣ୍ଡଜ ପ୍ରାଣୀ —Viviparous animal.