ଯୋନି ଭ୍ରମଣ
ପୁନର୍ଜନ୍ନ; ପୁନଃ ପୁନଃ ଜନ୍ମ— ଗ୍ରହଣ —Rebirth.
[ଉ—ଭେଦି ପାରିଲେ ଗ୍ୟାନ ଘର, ଯୋନି ଭ୍ରମଣ ହୋଏ ଦୂର ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]