ଯୋନି ମୁଦ୍ରା
ଦେଖଣା
ଯୋନି ମୁଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ତନ୍ତ୍ର)—ଦେବାରାଧନ କାଳରେ ପ୍ରଦର୍ଶନୀୟ କରତଳ ଓ ଅଙ୍ଗୁଳିମାନଙ୍କର ସନ୍ନିବେଶବିଶେଷ (ଏହା ଯୋନି ପରି ଦେଖା ଯିବାରୁ) —A mystic gesticulation of the palms employed during worship,
[ଦ୍ରଷ୍ଟବ୍ୟ —ଏକ ହାତର କନିଷ୍ଠାଦ୍ୱାରା ଅପର କନିଷ୍ଠା ବଦ୍ଧ କରି, ତର୍ଜନୀଦ୍ୱୟଦ୍ୱାରା ଅନାମିକା ଦ୍ୱୟ ବଦ୍ଧ କରିବ, ଅନାମି କା ଦ୍ୱୟ ଉନ୍ନତ କରିବ ଏବଂ ଅଙ୍ଗୁଷ୍ଠ ଦ୍ୱୟର ଅଗ୍ର— ଭାଗ ମଧ୍ୟମାର ଅଗ୍ରଭାଗ ପର୍ଯ୍ୟନ୍ତ ସିଧା କରି ଦେଲେ ଯୋନି— ମୁଦ୍ରା ହୁଏ—ପ୍ରକୃତିବାଦ ]