Jump to content

ଯୋନି ଯନ୍ତ୍ର

ଉଇକିଅଭିଧାନ‌ରୁ

ଯୋନି ଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାମାକ୍ଷା, ଗୟା ଆଦି ବିଶିଷ୍ଟ ତୀର୍ଥରେ ଥିବା ଏକ ସଂକୀର୍ଣ୍ଣ ମାର୍ଗ ବା ଛ୍ରିବ୍ର, ଯହିଁରେ ଗଳି କରି ବାହାରି ଯିବା ବ୍ୟକ୍ତିର ପୁନର୍ଜନ୍ମ ହୁଏ ନାହିଁ ବୋଲି ଲୋକବିଶ୍ୱାସ ଅଛି (ହିନ୍ଦୀ - ଶ) —A narrow aperture existing in certain sacred places, the passers through which are believed not be reborn in the world.