ଯୋନି ସମ୍ୱରଣ
ଗର୍ଭବତୀ ସ୍ତ୍ରୀମାନଙ୍କ ରୋଗବିଶେଷ, ଯହିଁରେ ଯୋନିମାର୍ଗ ସଙ୍କୁଚିତ ହୁଏ ଓ ଗର୍ଭାଶୟର ଦ୍ୱାର ମୁଦି ହୋଇଯାଇ ଗର୍ଭସ୍ଥ ଭୃଣ ମରିଯାଏ ଓ ସମୟେ ସମୟେ ଗର୍ଭିଣୀ ମଧ୍ୟ ମରିଯାଏ (ହିନ୍ଦୀ - ଶ.) — A female desease; centraction to the uterus.