ଯୋପନ
ଦେଖଣା
ଯୋପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯୁପ୍ ଧାତୁ+ଭାବ ଅନ)
[ସମ୍ପାଦନା]- ୧. ଲିଭାଇଦେବା — ୧. Effacing; blotting out (Apte).
- ୨. (+କରଣ ଅନ) ଯାହାଦ୍ୱାରା ଲିଭାଇ ଦିଆଯାଏ — ୨. Anything used for effacing or blotting (Apte)
- ୩. (+ଭାବ ଅନ)—କଷ୍ଟଦେବା; ପୀଡ଼ନ —୩. Molesting; oppressing (Apte).
- ୪. ଯାହା ଗୋଳମାଳରେ ପକାଏ —୪. Confusing; perplexing (Apte).