ଯୋଶିମଠ
ଦେଖଣା
ଯୋଶିମଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅଳକାନନ୍ଦା ନଦୀକୂଳରୁ ପ୍ରାୟ ଦୁଇ ମାଇଲ୍ ଦୂରରେ ଏତ ଉଚ୍ଚ ଭୂମି ଉପରେ ସ୍ଥାପିତ ମଠ — The name of a Maṭha situated on a hish mound of earth two miles from the river Aḻakānandā
[ଦ୍ରଷ୍ଟବ୍ୟ —ଏହା ହିମାଳୟର ଶ୍ରୀ ବଦରୀମାନାଥଙ୍କ ନିକଟରେ ଅବସ୍ଥିତ ଖ୍ରୀଷ୍ଟୀୟ ଅଷ୍ଟମ ଶତୀଦ୍ଦୀରେ ଶ୍ରୀ ଶଙ୍କରାଚାର୍ଯ୍ୟ ଉକ୍ତ ମଠ ସ୍ଥାପନ କରିଥିଲେ ଏଠାରେ ଶ୍ରୀଜ୍ୟୋତିରୀଶ୍ୱର ନାମକ ଶିବଲିଙ୍ଗ ବିରାଜିତ ଏହାଙ୍କ ନାମାନୁସାରେ ସ୍ଥାନର ନାମ ଜ୍ୟୋତି ମଠ ବା ଯୋଶି ମଠ ହୋଇଅଛି ବଦରୀନାଥଙ୍କ ମନ୍ଦିର ବରଫ ଆବୃତ ହେବାରୁ ଏ ମଠରେ କାର୍ତ୍ତିକ ଶୁକ୍ଳ ତୃତୀୟାଠାରୁ ୬ମାସ ଶ୍ରୀ ବଦରୀନାଥଙ୍କର ସେବାପୂଜା ହୁଏ ଏଠାରେ ଥିବା ଦଣ୍ଡଧାରା ନାମକ ଜଳଧାରାରେ ସ୍ନାନ ଓ ତର୍ପଣ କରିବା ବିଧାନ ଅଛି ମଦନମୋହନ. ତୀର୍ଥ ଦର୍ଶନ]