Jump to content

ଯୋଷା

ଉଇକିଅଭିଧାନ‌ରୁ

ଯୋଷା

ଉଚ୍ଚାରଣ

[ସମ୍ପାଦନା]

ଯୋଷିତ୍, ଯୋଷିତାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଯୁଷ୍ ଧାତୁ=ସେବା କରିବା+କର୍ତ୍ତୃ. ଅ+ ଆ)

[ସମ୍ପାଦନା]
୧. ନାରୀ; ସ୍ତ୍ରୀ —୧. Woman; lady.
୨. ପତ୍ନୀ —୨. Wife.
୩. ଯୁବତୀ — ୩. A young woman in general. (Apte).

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଜୋଷା, ଜୋଷିତ୍ ଓ ଜୋଷିତା— ରୂପେ ମଧ୍ୟ ଲେଖାଯାଏ]