Jump to content

ଯୌକ୍ତିକ

ଉଇକିଅଭିଧାନ‌ରୁ

ଯୌକ୍ତିକ

ଉଚ୍ଚାରଣ

[ସମ୍ପାଦନା]
(ଯୌକ୍ତିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଯୁକ୍ତି+ଇକ)

[ସମ୍ପାଦନା]
୧. ଯୁକ୍ତି ସଙ୍ଗତ —୧. Reasonable.
୨. ନ୍ୟାୟଶାସ୍ତ୍ରସଙ୍ଗତ — ୨. Logical.
୩. ଯୁକ୍ତି ଉପରେ ସ୍ଥାପିତ —୩. Founded or based on reasoning or argument.
୪. ଯୁକ୍ତିସିଦ୍ଧ; ଯୁକ୍ତିଦ୍ୱାରା ପ୍ରମାଣିତ; ପ୍ରାମାଣିକ —୪. Inferable; deducible.
୫. ଉପଯୁକ୍ତ; ଯୋଗ୍ୟ —୫. Proper. right.
୬. ଯୁକ୍ତିକାରୀ —୬. Arguing.
୭. ଚଳିତ; ଅଭ୍ୟସ୍ତ; ପ୍ରଥାଗତ —୭. Customary; current; usual.
୮. ଯୁକ୍ତ —୮. Connected.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ନର୍ମସଚିବ; ଆମୋଦ ସହଚର —A companion in one's amusements; boon companion.