Jump to content

ଯୌଗିକ

ଉଇକିଅଭିଧାନ‌ରୁ
  • ଯୋଗ ସମ୍ବନ୍ଧୀୟ
  • ପ୍ରଚଳିତ; ଅଭ୍ୟସ୍ତ; ସାଧାରଣ
  • ପ୍ରକୃତି ପ୍ରତ୍ୟୟ ସମ୍ବନ୍ଧୀୟ
  • ପ୍ରକୃତି ପ୍ରତ୍ୟୟ ଅନୁସାରେ ଅର୍ଥବିଶିଷ୍ଟ
  • ବ୍ୟବହାର୍ଯ୍ୟ; ପ୍ରୟୋଜନୀୟ
  • ପ୍ରତିକାର ସମ୍ବନ୍ଧୀୟ
  • ଦୁଇ ବା ବହୁ ଶବ୍ଦର ମିଳନରେ ଜାତଯୌଗିକ

ଉଚ୍ଚାରଣ

[ସମ୍ପାଦନା]
(ଯୌଗିକୀ—ସ୍ତ୍ରୀ) 

(ରୂଢ଼—ବିପରୀତ)

  • (file)

ସଂସ୍କୃତ - ବିଣ—(ଯୋଗ+ସମ୍ୱନ୍ଧାର୍ଥେ ଇକ)

[ସମ୍ପାଦନା]
୧. ଯୋଗ ସମ୍ୱନ୍ଧୀୟ —୧. Relating to J̄oga.
୨. ପ୍ରଚଳିତ;କ ଅଭ୍ୟସ୍ତ; ସାଧାରଣ —୨. Usual; common; customary.
୩. (ବ୍ୟାକରଣ) ପ୍ରକୃତି ପ୍ରତ୍ୟୟ ସମ୍ୱନ୍ଧୀୟ —୩. (Gram-mar) Etymological.
୪. ପ୍ରକୃତି ପ୍ରତ୍ୟୟ ଅନୁସାରେ ଅର୍ଥବିଶିଷ୍ଟ (ଶବ୍ଦ) —୪. (a word) Having its sense agreeing with its derivation; derivative in form and meaning.

[ଦ୍ରଷ୍ଟବ୍ୟ —ଏ ଶବ୍ଦର ବିପରୀତ ଶବ୍ଦ 'ରୂଢ଼' —conventional). ବୈୟାକରଣମାନେ ଶବ୍ଦମାନଙ୍କୁ

ବ୍ୟୁତ୍ପତ୍ତି ଓ ଅର୍ଥ ଦୃଷ୍ଟିରେ ୩ ଶ୍ରେଣୀରେ ବିଭକ୍ତ କରି ଅଛନ୍ତି ଯଥା, ଯୌଗିକ, ଯୋଗରୂଢ଼ ଓ ରୂଢ଼ ଯେଉଁ ଶବ୍ଦ ବ୍ୟୁତ୍ପତ୍ତି ଅନୁସାରେ ବ୍ୟବହୃତ ତାକୁ ଯୌଗିକ ବୋଲାଯାଏ; ଯଥା ଗମନ, ପାଦପ; ଯୋଉଣ ଶବ୍ଦ ବ୍ୟୁତ୍ପତ୍ତି ଅନୁସାରେ ସିଦ୍ଧ ଅର୍ଥମାନଙ୍କମଧ୍ୟରୁ ଗୋଟିଏ ମାତ୍ର ଅର୍ଥକୁ ବୁଝାଏ ତାକୁ ଯୋଗରୂଢ଼ ଶଦ୍ଦ ବୋଲାଯାଏ; ଯଥା ପଙ୍କଜ, ବିହଙ୍ଗ; ଯେଉଁ ଶବ୍ଦ ବ୍ୟୁତ୍ପତ୍ତି ଅନୁସାରେ ଅର୍ଥ ନ ବୁଝାଇ ଅନ୍ୟ ଅର୍ଥ ବୁଝାଏ ତାକୁ ରୂଢ଼ ଶବ୍ଦ ବୋଲାଯାଏ; ଯଥା, ମଣ୍ଡପ, ତୃଣ] 
୫. ବ୍ୟବହାର୍ଯ୍ୟ; ପ୍ରୟୋଜନୀୟ — ୫. Useful; serviceable.
୬. ପ୍ରତିକାର ସମ୍ୱନ୍ଧୀୟ —୬. Remedial (Apte).
୭. (ବ୍ୟାକରଣ) ଦୁଇ ବା ବହୁ ଶବ୍ଦର ମିଳନରେ ଜାତ (ଶବ୍ଦ) (ହିନ୍ଦୀ - ଶ) — ୭. (grammar) Compound (word).