ଯୌଥ
ଦେଖଣା
ଯୌଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା](ଆଧୁରିକ ବ୍ୟବହାର) (ଯୂଅ+ଅ; ଯୁଥ=ପଶୁ ପକ୍ଷୀଙ୍କ ଗୋଷ୍ଠୀ; ଯୁଥ ଶବ୍ଦ ସାଧାରଣତଃ ମନୁଷ୍ୟ ସମୂହର ଅର୍ଥରେ ବ୍ୟବହୃତି ହୁଏ ନାହିଁ)—୧ ଗୋଷ୍ଠୀ ବା ଯୂଥ ବା ଦଳ ସମ୍ୱନ୍ଧାୟ —୧. Relating to a crowd or company.
- ୨. ଦଳର ଅଧିକାରଭୁକ୍ତ; ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କ ଅଧିକାର ଭୁକ୍ତ; ଇଜ୍ମାଲି —୨. Joint.