Jump to content

ଯୌଥିକ

ଉଇକିଅଭିଧାନ‌ରୁ

ଯୌଥିକ

ଉଚ୍ଚାରଣ

[ସମ୍ପାଦନା]
(ଯୌଥିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଯୁଥ+ଇକ)

[ସମ୍ପାଦନା]
୧. ଯୁଥ ବା ଦଳ ସମ୍ୱନ୍ଧୀୟ — ୧. Belonging to or relating to a flock or herd.
୨. ଦଳବଦ୍ଧ ହୋଇ ରହୁଥିବା (ଜୀବ)— [ହିନ୍ଦୀ - ଶ.] —୨. (animals) Living in flocks; gregarions.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ସଙ୍ଗୀ —Companion; comrade (Apte).