Jump to content

ଯୌଧେୟ

ଉଇକିଅଭିଧାନ‌ରୁ

ଯୌଧେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଯୋଧ+ସ୍ୱାର୍ଥେ. ଏୟ)

[ସମ୍ପାଦନା]
୧. ଯୋଦ୍ଧା — ୧. Warrior.
୨. ଯୋଦ୍ଧାର ପୁତ୍ର —୨. The son of a warrior.
୩. ପ୍ରାଚୀନ କାଳର ଯୁଦ୍ଧ— ପ୍ରିୟ ଭାରତବାସୀ ଜାତି ବିଶେଷ —୩. Name of a warlike tribe of ancient India.

[ଦ୍ରଷ୍ଟବ୍ୟ —ଏ ଯୋଦ୍ଧା ଜାତି ଉତ୍ତରପଶ୍ଚିମ ଭାରତରେ ରହୁଥିଲେ ପାଣିନି ଏ ଜାତିର ଉଲ୍ଲେଖ କରିଅଛନ୍ତି ବୈଦ୍ଧ ଯୁଗରେ ଏ ଜାତିର ଖୁବ୍ ବଳ ଓ ଆଦର ଥିଲା ଏ ଜାତିର ରାଜାମାନଙ୍କ ଅମଳର ମୁଦ୍ରାମାନ ଆଜିକାଲି ଭୂଗର୍ଭରୁ ମିଳୁଅଛି ପୁରାଣ ମତରେ ଏ ଜାତ ଯୁଧିଷ୍ଠିରଙ୍କ ବଂଶରୁ ଉତ୍ପନ୍ନ ହୋଇଥିଲେ—ହିନ୍ଦୀ - ଶ.]

୪. ଯୁଧିଷ୍ଠିରଙ୍କ ପୁତ୍ର ଓ ରାଜା ଶୈବ୍ୟଙ୍କ ଦୈହିତ୍ର (ହିନ୍ଦୀ - ଶବ୍ଦସାଗର) — ୪. Name of a son of J̄udhishṭhira.