ଯୌନ ପାପ
ଦେଖଣା
ଯୌନ ପାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(କର୍ମଧା)
[ସମ୍ପାଦନା]ନୀଚ ବୀ ନଷିଦ୍ଧ ଯୋନି ସଙ୍ଗମ— ଜନିତ ପାପ —Sexual sin; incest; adultery.
[ଦ୍ରଷ୍ଟବ୍ୟ —ଗୁରୁପତ୍ନୀ ଗମନ, ପରସ୍ତ୍ରୀ ଗମନ, ଉଚ୍ଚ ବର୍ଣ୍ଣର ପୁରୁଷର ନୀଚ ସ୍ତ୍ରୀ ଗମନ, ନୀଚ ବର୍ଣ୍ଣର ପୁରୁଷର ଉଚ୍ଚ ଜାତୀୟା ସ୍ତ୍ରୀ ସହବାସ, ନିକଟ ସମ୍ପର୍କୀୟ ସ୍ତ୍ରୀ ଓ ବୃଷଳୀ ସେଙ୍ଗ ସହବାସ ଇତ୍ୟାଦି କଲେ ଯୌନପାପ ହୁଏ]