Jump to content

ଯୌବତ

ଉଇକିଅଭିଧାନ‌ରୁ

ଯୌବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁବତୀ—ସମୂହାର୍ଥେ. ଅ)

[ସମ୍ପାଦନା]
୧. ଯୁବତୀସମୂହ — ୧. A gathering of young ladies; a bevy of young ladies.
୨. ଉତ୍ତମ ବସ୍ତ୍ରୀଳଙ୍କରରେ ସୁସଜ୍ଜିତା ଯୁବତୀ ନଟୀମାନଙ୍କର ନୃତ୍ୟ; ଲାସ୍ୟ ନୃତ୍ୟର ପ୍ରକାରିବିଶେଷ —୨. A ring-dance by well-decorated young girls.

[ଦ୍ରଷ୍ଟବ୍ୟ —ଏ ନୃତ୍ୟରେ ବହୁତଗୁଡିଏ ନଟୀ ଏକ ସଙ୍ଗେ ମାଚନ୍ତି ପରଜା, ଗଦାବା, ଘାସୀ, କନ୍ଧଆଦିଙ୍କ କରମା ନାଟ ଯୌବତ ଅଟେ]

୩. ପରିମାଣ; ମାପ —୩. Measure.
୪. ଯୁବତୀର ଭାବ ବା ଅବସ୍ଥା —୪. The state or quality of a young woman (Apte).