Jump to content

ଯୌବନ

ଉଇକିଅଭିଧାନ‌ରୁ
  • ଯୁବାବସ୍ଥା; ତାରୁଣ୍ୟ; ୧୬ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତକାଳ
  • ଯୁବଜନୋଚିତ କର୍ମ
  • ଯୁବକଙ୍କ ବା ଯୁବତୀଙ୍କ ଦଳ
  • ଯୁବତୀ ସ୍ତ୍ରୀର କଠିନ ବର୍ତ୍ତୁଳ ସ୍ତନଯୌବନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଯୁବନ୍+ଭାବେ. ଅ)

[ସମ୍ପାଦନା]

ଯୁବାବସ୍ଥା; ତାରୁଣ୍ୟ; ୧୬: ବର୍ଷ ବୟସରୁ ୩ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତକାଳ — Youth; prime of life' adoplescence (between ୧୬ and ୩୦ years of age); puberty.

[ଦ୍ରଷ୍ଟବ୍ୟ —ବାଲ୍ୟକାଳ ଓ ବାର୍ଦ୍ଧକ୍ୟକ ମଧ୍ୟବସ୍ଥାକୁ ଯୌବନ ବୋଲାଯାଏ କେହି କେହି ବାଲ୍ୟକାଳର ଶେଷ ଓ

ବାର୍ଦ୍ଧକ୍ୟର ଆରମ୍ଭ ପ୍ରଥମେ ଯୌବନ ପରେ ପ୍ରୌଢ଼ତ୍ୱ, ଏପରି ୨ଟି ଅବସ୍ଥା ଥିବା କହନ୍ତି ବାଲ୍ୟକାଳ ୧୫: ବର୍ଷ ବୟସରେ ଶେଷ ହୁଏ ୧୬: ବର୍ଷ ବୟସରେ ଯୌବନ ଆରମ୍ଭ ହୁଏ ୩ ବର୍ଷ ବୟସ ପର୍ଯ୍ୟନ୍ତ ଯୌବନ ରହେ, ତା ପରେ ପ୍ରୌଢ଼ତ୍ୱ ହୁଏ ଓ ବର୍ଷ ବୟସ ପରେ ବାର୍ଦ୍ଧକ୍ୟ ଆସେ] 
୨. ଯୂବଜନୋଚିତ କର୍ମ —୨. Any youthful or juvenileact (Apte).
୩. ଯୁବକଙ୍କ ବା ଯୁବତୀଙ୍କ ଦଳ —୩. A number of young persons, especiaily young women. (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୌବନ ଲକ୍ଷଣ)

[ସମ୍ପାଦନା]

ଯୁବତୀ ସ୍ତ୍ରୀର କଠିନ ବର୍ତ୍ତଳ ସ୍ତନ —The plump breasts of a youthful girl.

[ଉ—ରୁଣୁ ଝୁଣୁ ହୋଇ ଗୋଧୋଇ ପାଧୋଇ ନଈରୁ ଆସୁଛି ଗୋରୀ, ଜାନୁ ଯୌବନ ସବୁ ଦିଶୁଅଛି ସରୁଲୁଗା ଫୁଟି କରି ଢଗ]