Jump to content

ଯୌବନସ୍ଥ

ଉଇକିଅଭିଧାନ‌ରୁ

ଯୌବନସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ଯୌବନସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୌବନ+ସ୍ଥା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯୁବାବସ୍ଥା ପ୍ରାପ୍ତ —୧. Youthful.
୨. ବିବାହ କରିବା ଉପଯୁକ୍ତ —୨. Marriageable. (Apte).