Jump to content

ଯୌବନୋଦୟ

ଉଇକିଅଭିଧାନ‌ରୁ

ଯୌବନୋଦୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ଯୌବନ+ଉଦୟ)

[ସମ୍ପାଦନା]
୧. ଯୌବନର ଆବିର୍ଭାବ —୧. The dawning or beginning of youth in a person.
୨. ନବଯୁବାବସ୍ଥା —୨. Budding youth.