ଯୌବନ ଲକ୍ଷଣ
ଦେଖଣା
ଯୌବନ ଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ସ୍ତ୍ରୀ ଓ ପୁରୁଷଙ୍କ ଅଙ୍ଗରେ ଓ ମନରେ ଯୌବନ ଉଦୟସଙ୍ଗେ ସଙ୍ଗେ ପ୍ରକାଶିତ ହେବା ଚିହ୍ନମାନ —୧. The signs or indications of youth.
[ଦ୍ରଷ୍ଟବ୍ୟ —ପୁରୁଷଙ୍କର ଶ୍ମଶ୍ରୁ, ସ୍ୱରର କଠୋରତା, ସ୍ତ୍ରୀଙ୍କର ଋତୁସ୍ରାବ, ସ୍ତନ— ଜଘନାଦିର ପୃଥୁଳତା, ନେତ୍ର ଚାପଲ୍ୟାଦି ଯୌବନଲକ୍ଷଣ ଅଟେ]
- ୨. ଯୌବନଜନ୍ୟ ସୌନ୍ଦର୍ଯ୍ୟ —୨. Youthful charm of loveliness (Apte).
- ୩. ଯୁବତୀ ସ୍ତନ (ହ. ଶ) —୩. The female breast (Apte).