Jump to content

ଯୌବନ ସୁଲଭ

ଉଇକିଅଭିଧାନ‌ରୁ

ଯୌବନ ସୁଲଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୭ମୀ ତତ୍)

[ସମ୍ପାଦନା]

ଯୁବାବସ୍ଥାରେ ସ୍ୱାଭାବିକ — Natural to youth.

(ଯଥା—ଯୌବନସୁଲଭଚାପଲ୍ୟ)