Jump to content

ଯୌବରାଜ୍ୟ

ଉଇକିଅଭିଧାନ‌ରୁ

ଯୌବରାଜ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁବରାଜ+ଭାବ. ଯ)

[ସମ୍ପାଦନା]

ପିତାଙ୍କ ଉପସ୍ଥିତରେ ପୁତ୍ରଙ୍କର ଯୁବରାଜ ପଦ ଓ ଅଧିକାର —The rank and duties of the heir-apparent to the throne when he becomes his father's associate in the administration.