ଯୌବରାଜ୍ୟାଭିଷିକ୍ତ
ଦେଖଣା
ଯୌବରାଜ୍ୟାଭିଷିକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)
[ସମ୍ପାଦନା]ଯୁବରାଜ ରୂପେ ପିତାଙ୍କଦ୍ୱାରା ପ୍ରତିଷ୍ଠିତ —Installed in the rank of the heir—apparent by the reigning king; crowned as heir-apparent.
[ଦ୍ରଷ୍ଟବ୍ୟ —ପ୍ରାଚୀନ କାଳରେ ରାଜାମାନେ ବୃଦ୍ଦ ହେଲେ ରାଜକାର୍ଯ୍ୟରୁ କିଛି ବିଶ୍ରାମ ନେବା ପାଇଁ ଯୁବରାଜଙ୍କୁ ଯୌବରାଜ୍ୟାଭିଷିକ୍ତ କରୁଥିଲେ ଓ ଯୁବରାଜମାନେ ରାଜ— କାର୍ଯ୍ୟ ବୁଝୁଥିଲେ ଓ ରାଜକାର୍ଯ୍ୟରେ ଅଭିଜ୍ଞତା ଲାଭ କରୁଥିଲେ ଓ ପିତାଙ୍କ ମୃତ୍ୟୁପରେ ରାଜାରୂପେ ଅଭିଷିକ୍ତ ହେଉଥିଲେ]